Author: Ayesha Debnath

Subhadra Yojana: ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳା ପାଇଥିଲେ ସୁଭଦ୍ରା ଦ୍ବିତୀୟ କିସ୍ତି। ହେଲେ ପ୍ରଥମ କିସ୍ତି ପାଇଥିବା ଲକ୍ଷେ ମହିଳା କିନ୍ତୁ ଟଙ୍କା ପାଇନାହାନ୍ତି । ତେବେ କାହିଁକି ଲକ୍ଷେ ମହିଳାଙ୍କ ଟଙ୍କା କଟିଲା ତାର ତଥ୍ୟ ଖୋଜା ଚାଲିଛି। ତେବେ ଯଦି ଆପଣ ମଧ୍ୟ ଦ୍ବିତୀୟ କିସ୍ତି ପାଇଁ ନାହାନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ । ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଲକ୍ଷେ ମହିଳା ଟଙ୍କା ପାଇନଥିବା ଘଟଣାକୁ ନେଇ ଆମେ ଚିନ୍ତିତ ଅଛୁ। ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ସେମାନଙ୍କ ପାଖରେ ରାସନ୍ କାର୍ଡ ଥିଲା। ହେଲେ ଦ୍ଵିତୀୟ କିସ୍ତି ବେଳେ ଆୟ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କୁ ଅସୁବିଧା ଭୋଗ କରିବାକୁ ପଡିଛି। ସନକାର୍ଡ ଓ ଇନକମରେ ତାଳମେଳ ଅଭାବରୁ ଏପରି ସ୍ଥିତି ଉପୁଜିଛି। ତେବେ ମାର୍ଚ୍ଚ 31…

Read More