Author: Ayesha Debnath

ଅଁଳା ଆମ ଶରୀର ପାଇଁ ଅନେକ ଉପକାରି । ଅନ୍ୟ ଭାଷାରେ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ । ଅଁଳା ଏପରି ଏକ ଫଳ ଯାହା ନିଜର ଔଷଧୀୟ ଗୁଣ ପାଇଁ ବେଶ ପରିଚିତ । ଅଁଳା ଜୁସରେ ପ୍ରଚୁର ପରିମାଣର ପ୍ରୋଟିନ୍, କାର୍ବନ, ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ ଏବଂ କ୍ୟାଲସିୟମ୍ ରହିଛି। ଯାହା ଆମ ଶରୀରକୁ ଆବଶ୍ୟକୀୟ ପୁଷ୍ଟି ଦେଇଥାଏ । ଶରୀରରକୁ ସୁସ୍ଥ ରଖିବାରେ ଅଁଳାର ପ୍ରମୁଖ ଭୂମିକା ରହିଛି । ଯାହାକୁ ଆପଣ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ପାଇପାରିବେ । ଭିଟାମିନ୍, ମିନେରାଲ୍ ଓ ଡାଏଟ୍ରୀ ଫାଇବରରେ ଭରପୂର ୧୦୦ଗ୍ରାମ ଅଁଳାରେ ମାତ୍ର ୬୦ କ୍ୟାଲୋରୀ ଥାଏ । ଏଥିରେ ଥିବା ଆଣ୍ଟି ଭାଇରାଲ ଗୁଣ ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ୍ କରିଥାଏ । ଅଁଳାରେ ଭିଟାମିନ-C ଭରପୁର ମାତ୍ରାରେ ରହିଛି । ଥଣ୍ଡା ଜର ଏବଂ…

Read More