Author: Ayesha Debnath

ରାତିରେ ଶୋଇବାବେଳେ ହଠାତ ଆମ ନିଦ ଭାଙ୍ଗି ଯାଏ । ସକାଳେ ଆମେ ତାକୁ ଖରାପ ସ୍ୱପ୍ନ ଭାବି ଭୁଲି ଯାଉ । କାରଣ ଆଖି ଖୋଲିବା ପରେ ସାମ୍ନାରେ ଥାଏ ବାସ୍ତବ ଦୁନିଆ । ଆଖି ଆଗରେ ସେପରି କିଛି ଦୃଶ୍ୟ ନ ଥାଏ ଯାହାକୁ ଆମେ ସ୍ୱପ୍ନରେ ଦେଖାଥାଉ। ହେଲେ ସବୁ ସ୍ୱପ୍ନର କିଛି ନା କିଛି ଅର୍ଥ ରହିଛି । ଯଦି ଆପଣଙ୍କ ସହ କିଛି ଭଲ ହେବାର ଥାଏ ତେବେ ଆପଣଙ୍କୁ କିଛି ଭଲ ସଙ୍କେତ ମିଳିଥାଏ । ଆଉ ଯଦି କିଛି ଖରାପ ହେବାର ଥାଏ ତେବେ ଆପଣ ଦେଖିବାକୁ ପାଇବେ ଖରାପ ସ୍ୱପ୍ନ । ସ୍ୱପ୍ନ ବିଜ୍ଞାନ ଅନୁଯାୟୀ, ଜଣେ ବ୍ୟକ୍ତି ଶୋଇବା ସମୟରେ ଅନେକ ପ୍ରକାରର ସ୍ୱପ୍ନ ଦେଖେ, ଯାହା ତାଙ୍କ ଭବିଷ୍ୟତ ବିଷୟରେ କିଛି ସୂଚନା ଦେଇପାରେ । ଏହି ସ୍ୱପ୍ନଗୁଡିକ ମଧ୍ୟରୁ କେତେକ ସ୍ୱପ୍ନ ଶୁଭ ବୋଲି ବିବେଚନା…

Read More