Author: Ayesha Debnath

ଘରେ ଶିଶୁ ସନ୍ତାନ ଜନ୍ମ ନେବା ଭାଗ୍ୟର କଥା। ହେଲେ ଶିଶୁ କନ୍ୟା ଜନ୍ମ ନେବା ସୌଭାଗ୍ୟର କଥା। କନ୍ୟା ସନ୍ତାନ ଭିତରେ ଆମେ ସମସ୍ତ ଦେବୀଙ୍କୁ ଦେଖିଥାଉ। କେତେବେଳେ ସେ ମା’ ପରି ସ୍ନେହ କରେ ତ ପୁଣି କେତେବେଳେ ଭଉଣୀ ଭଳି ଆମକୁ ସାହସ ଦେଇଥାଏ। ଶିଶୁ ଜନ୍ମ ନେବା ପୂର୍ବରୁ ହିଁ ତାଙ୍କ ପାଇଁ ଆମେ ଅନେକ ପ୍ରକାରର ନାମ ଭାବି ଥାଉ ଏବଂ ଖୋଜି ଥାଉ। ନାମଟି ବେଶ ୟୁନିକ ହେବା ସହ ଯାହାର ଭିନ୍ନ ଅର୍ଥ ଥାଏ। ତେବେ ଆଜି ଆମେ ଆପଣଙ୍କ ପାଇଁ ଏପରି ନାମ ଆଣିଛୁ, ଯାହା ଏତେ ଅନନ୍ୟ ଯେ, ଯିଏ ଆପଣଙ୍କ ଝିଅର ନାମ ଶୁଣିବ, ସେ ଏହି ସୁନ୍ଦର ନାମର ଅର୍ଥ କ’ଣ ବୋଲି ନିଶ୍ଚିତ ପଚାରିବ। ଆଦ୍ୟା ଏହା ଏକ ନିଆରା ନାମ ଏବଂ ବହୁତ ଷ୍ଟାଇଲିସ୍ । ଦୁର୍ଗା ମା’ର ୧୦୮ ନାମ…

Read More