Author: Ayesha Debnath

ବଲିଉଡ ସୁପରଷ୍ଟାର ଦେବ ଆନନ୍ଦ ଜଣେ ଏପରି କଳାକାର ଥିଲେ ଯିଏ କି ତାଙ୍କ ଜବରଦସ୍ତ ଅଭିନୟ ସହିତ ଦର୍ଶକଙ୍କୁ ବିମୋହିତ କରି ଦେଉଥିଲେ।  ଦେବ ଆନନ୍ଦଙ୍କ ଆକ୍ଟିଙ୍ଗ ତାଙ୍କ ଡାନ୍ସ ଏବଂ ତାଙ୍କ ରୋମାନ୍ସ ଦେଖି ଦର୍ଶକମାନେ ଝୁମିବାକୁ ଆରମ୍ଭ କରୁଥିଲେ। ହଜାର ହଜାର ଫ୍ୟାନ୍ସମାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ଦେବ ଆନନ୍ଦଙ୍କ ମଧ୍ୟ ଭାଙ୍ଗିଥିଲା ହୃଦୟ । ପାଗଳଙ୍କ ଭଳି ଜିନତ ଅମାନଙ୍କୁ ଭଲପାଇବା ପରେ ଏମିତି କ’ଣ ହେଲା ଯାହା ତାଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା… ଅଭିନେତା ଦେବ ଆନନ୍ଦଙ୍କ ପ୍ରେମରେ ଝିଅମାନେ ଏତେ ପାଗଳ ଥିଲେ ଯେ ଯେତେବେଳେ ସେ କଳା କୋଟ ପିନ୍ଧୁଥିଲେ ସେତେବେଳେ ଝିଅମାନେ ଛାତରୁ ଡେଇଁପଡୁଥିଲେ। ଯେଉଁଥିପାଇଁ ଅଭିନେତାଙ୍କୁ କଳା ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିଲା। ଫିଲ୍ମ ‘ହରେ ରାମା ହରେ କୃଷ୍ଣ’ରେ ଏକାଠି କାମ କରିଥିଲେ ଦେବ ଆନନ୍ଦ ଏବଂ ଜିନତ ଅମାନ। ପ୍ରଥମ ଥର ପାଇଁ…

Read More