Author: Ayesha Debnath

ଲୁଣ ଆମ ଖାଦ୍ୟର ଏକ ମୁଖ୍ୟ ଉପାଦାନ । ଲୁଣ ବିନା ପ୍ରତ୍ୟେକ ଖାଦ୍ୟ ସ୍ଵାଦହୀନ। ଯେପରି ଲୁଣର ପରିମାଣ ଅଳ୍ପ ହୋଇଗଲେ ଖାଇବାର ମଜା ଆସେ ନାହିଁ, ସେହିପରି ଖାଇବାରେ ଲୁଣ ଅଧିକ ହୋଇଗଲେ ମଧ୍ୟ ଖାଇବାର ସ୍ୱାଦ ବଦଳି ଯାଏ । ଲୁଣକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ଚାହିଦା ରହିଛି । କିଏ ଖାଇବାରେ ଅଧିକ ଲୁଣ ପସନ୍ଦ କରେ ତ ଅନେକେ ବହୁତ କମ ଲୁଣ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଖାଦ୍ୟରେ ଅଧିକ ପରିମାଣର ଲୁଣ ଖାଇବା ଦ୍ୱାରା ଶରୀରରେ ଲୁଣର ପରିମାଣ ବଢିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ । ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ଦୁର୍ବଳତା ଭଳି ଅନେକ ରୋଗ ଦେଖା ଦେଇଥାଏ । ଲୁଣରେ ସୋଡିୟମ୍ ଏବଂ ପୋଟାସିୟମ୍ ଥାଏ । ଯେଉଁ କାରଣରୁ ଶରୀରରେ ଜଳର ପରିମାଣ ସଠିକ୍…

Read More