Author: Ayesha Debnath

ଭାରତରେ ପ୍ରାୟତଃ ପ୍ରତ୍ୟେକ ଘରେ ମଧ୍ୟାହ୍ନ ଭୋଜନ ପରେ ସମସ୍ତେ ଶୋଇଥାନ୍ତି । ଅଳସୁଆ ଏବଂ ଥକାପଣ ଯୋଗୁଁ କେବଳ ଶୋଇବାକୁ ଇଛା ହୋଇଥାଏ । ଅଫିସରେ କାମ କରୁଥିବା ସହକର୍ମୀଙ୍କୁ ମଧ୍ୟ ମଧ୍ୟାହ୍ନଭୋଜନ ପରେ ଅଫିସରେ କିଛି ସମୟ ଶୋଇଥିବାର ଦେଖିଥିବେ। ଆପଣ ମଧ୍ୟ ନିଜେ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ଶୋଇଥିବେ । ଅନେକ ଥର ମଧ୍ୟାହ୍ନ ଭୋଜନ ପରେ ଲାଗେ ଯେପରି ଆମ ଶରୀର ଥକି ଯାଇଛି । ଏପରି ପରିସ୍ଥିତିରେ, ଆପଣ ହୁଏତ କିଛି ସମୟ ନିଦ କିମ୍ବା ପାୱାର୍ ନ୍ୟାପ ନେଇଥାନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଏହା କେବଳ ଅପରାହ୍ନରେ କାହିଁକି ଘଟେ? ଏପରି ଲାଗିବାର ଅନେକ କାରଣ ଅଛି । ବୈଜ୍ଞାନିକଙ୍କ ଅନୁସାରେ, ଅଧିକ କାର୍ବ ଏବଂ ଅଧିକ ମିଠା ଖାଦ୍ୟ ଖାଇବା ଦ୍ୱାରା ଅଳସୁଆ ଲାଗିଥାଏ । ଆଳୁ, ଭାତ,ଶସ୍ୟ ଏବଂ ରୁଟିରେ ଉଚ୍ଚ ଗ୍ଲାଇସେମିକ୍…

Read More