Author: Ayesha Debnath

ମିଠା ଖାଇବାକୁ କାହାକୁ ନା ପସନ୍ଦ । ଯେତେ କିଛି ଖାଇଲେ ବି ମିଠା ଖାଇବାର କ୍ରେଜ ଟା ବହୁତ ଅଲଗା । ଶୀତ ଶୀତ ସନ୍ଧ୍ୟାରେ ଯଦି ମିଳିଯାଏ ଗରମ ଗରମ ରାବିଡ଼ି, ତାହେଲେ ଆଉ କ’ଣ ଦରକାର ଯେ ? ଚାଲନ୍ତୁ ଆଜି ଆମେ ଝଟପଟ ଏବଂ ବହୁତ ସହଜ ଉପାୟରେ ତିଆରି କରିବା ମିଠା ମିଠା ରାବିଡ଼ି । ଏମିତି ଘରେ କେତେଥର ହୋଇଥିବ ଯେ, ଆପଣ ସ୍ୱାଦିଷ୍ଟ ରାବିଡ଼ି ତିଆରି କରିଥିବେ ଏବଂ ଆପଣଙ୍କ ପୁରା ପରିବାର ଆପଣଙ୍କର ବହୁତ ପ୍ରଶଂସା କରିଥିବେ । ଯଦି ଏ ପର୍ଯ୍ୟନ୍ତ ଏମିତି ହୋଇ ନାହିଁ ତେବେ ବର୍ତ୍ତମାନ ଏହା ହେବ । ରାବିଡ଼ି ତିଆରି କରିବା ପାଇଁ ପ୍ରଥମେ ଆମକୁ କିଛି ଦରକାରୀ ସାମଗ୍ରୀ ଦରକାର । ଆବଶ୍ୟକୀୟ ସାମଗ୍ରୀ ୨ଲିଟର କ୍ଷୀର ୧କପ ଚିନି ୧/୨ଚାମଚ ଅଳେଇଚ ଗୁଣ୍ଡ ୧କପ ଖୋଆ ୧/୪କପ କାଜୁ ୧/୪କପ…

Read More