Author: Ayesha Debnath

Fish Spa Side Effects: ଫିସ୍ ସ୍ପା ଦ୍ୱାରା ପାଦ ସଫା ହେବା ସହ ସୁନ୍ଦର ଓ ମୁଲାୟମ ଦେଖାଯାଏ । ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ, ଫିସ୍ ସ୍ପା ଦ୍ୱାରା ଆପଣ ଗୁରୁତର ରୋଗର ଶିକାର ହୋଇପାରିବେ। ଫେସିଆଲ, ୱାକ୍ସିଙ୍ଗ ଠାରୁ ଆରମ୍ଭ କରି ମ୍ୟାନିକ୍ୟୁର ଏବଂ ପେଡିକ୍ୟୁର୍ ମଧ୍ୟ କରିଥାନ୍ତି । ଏଥିରେ ଲୋକମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ପରଫେକ୍ଟ ଲୁକ୍ ପାଇବା ପାଇଁ ଆଜିକାଲି ଅନେକ ପ୍ରକାରର ବିୟୁଟି ଟ୍ରିଟମେଣ୍ଟ କରେଇଥାନ୍ତି । ଏଥିମଧ୍ୟରେ ଆଜିକାଲି ଫିସ୍ ସ୍ପା ବହୁତ ଟ୍ରେଣ୍ଡରେ ରହିଛି । ଲୋକମାନେ ଏହାକୁ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି । ନିଜ ପାଦକୁ ଆହୁରି ସୁନ୍ଦର ଓ ନରମ ରଖିବା ପାଇଁ ଅନେକ ଲୋକ ନିୟମିତ ଭାବେ ଫିସ୍ ସ୍ପା କରିଥାନ୍ତି । ବର୍ତ୍ତମାନ ଏହି ସ୍ପା ଲୋକମାନଙ୍କ ପାଇଁ ମଲ୍ ଠାରୁ ସ୍ପା…

Read More