Author: Ayesha Debnath

Which is healthier Sugar or Jaggery?: ଗୁଡ଼ ଓ ଚିନିକୁ ଆମେ ଆମ ଖାଦ୍ୟର ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରିଥାଉ । ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଚିନି ବା ଚିନିରୁ ତିଆରି ମିଠା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେହିପରି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୁଡ଼ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଗୁଡ଼ ଓ ଚିନି ଗୋଟିଏ ପଦାର୍ଥରୁ ହିଁ ତିଆରି ହୋଇଥାନ୍ତି । ତେବେ କ’ଣ ପାଇଁ ଚିନି ଆମ ଶରୀର ପାଇଁ ଖରାପ ଗୁଡ଼ କ’ଣ ପାଇଁ ଭଲ କେବେ ଭାବିଛନ୍ତି କି ? ଯେପରି ଆମ ଶରୀର ସୁସ୍ଥ ରହିବା ପାଇଁ ପ୍ରତିଦିନ ଲୁଣର ଆବଶ୍ୟକ ହୋଇଥାଏ । ସେହିଭଳି ଆମ ସ୍ୱାସ୍ଥ୍ୟ ପାଇଁ ଚିନି ଓ ଗୁଡ଼ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ଚିନି ଆମ ଶରୀରକୁ ଶକ୍ତି ଯୋଗାଇଥାଏ, ଯାହା…

Read More