Author: Ayesha Debnath

ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା -୨’ । ଯାହାକୁ ଦେଖିବା ପାଇଁ ସମସ୍ତ ପ୍ରଶଂସକମାନେ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମକୁ ନେଇ ପ୍ରଶଂସକମାନେ ଯେତେ ଉତ୍ସାହିତ ଅଛନ୍ତି ତା’ ଠାରୁ ବହୁତ ଅଧିକ ଏହି ଫିଲ୍ମରେ ଥିବା ଆଇଟମ୍ ସଙ୍ଗକୁ ନେଇ ଥିଲେ । ତେବେ ସମସ୍ତ ଅପେକ୍ଷାର ଅନ୍ତ ପରେ ଆସିଯାଇଛି ଏହି ଫିଲ୍ମର ଆଇଟମ୍ ସଙ୍ଗ ‘କିସିକ୍’ । ଯେଉଁଥିରେ ସାମନ୍ଥାକୁ ରିପ୍ଲେସ କଲେ ଅଭିନେତ୍ରୀ ଶ୍ରୀଲୀଲା । ଯାହାଙ୍କ ଡାନ୍ସ ଦେଖିବା ପରେ ସମସ୍ତେ ଝୁମିବାକୁ ଆରମ୍ଭ କରିଛନ୍ତି । ଏଥିରେ ଶ୍ରୀଲିଲା ଏବଂ ଅଲୁ ଅର୍ଜୁନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଏହି ଗୀତର ସଙ୍ଗୀତକୁ ଦେବୀ ଶ୍ରୀ ପ୍ରସାଦ ରଚନା କରିଛନ୍ତି । ଗୀତର ଟିଜର ରିଲିଜ ହେବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ…

Read More