Author: Ayesha Debnath

ବିବାହର ସମୟ ଚାଲିଛି । ବଜାରରେ ନୂଆ ରଙ୍ଗର ଏବଂ ବେଶ ୟୁନିକ ଷ୍ଟାଇଲର ଡ୍ରେସ ଏବଂ ଲେହେଙ୍ଗା ମିଳୁଥିବ । ମ୍ୟାଚିଙ୍ଗ ଡ୍ରେସ ସହ ଚପଲ, ମେକଅପ୍‍, ଜୁଏଲାରୀ ସହ ଭେନ୍ୟୁ ମଧ୍ୟ ମ୍ୟାଚିଙ୍ଗ କରାଯାଉଛି । ବ୍ରାଇଡାଲ୍ ଲୁକ୍‍ର ସୌନ୍ଦର୍ଯ୍ୟ ବୃଦ୍ଧିରେ ଅଳଙ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ବଧୂ ପାଇଁ ଲେହେଙ୍ଗାଠାରୁ ଆରମ୍ଭ କରି ମ୍ୟାଚିଙ୍ଗ ମାଙ୍ଗଟିକା ଏବଂ କଲିରେ କିଣିବା ପାଇଁ ଅନେକ ଚିନ୍ତା କରାଯାଇଥାଏ । ତେବେ ବଧୂର ପୁରା ଲୁକରେ ଚାର ଚାନ୍ଦ ଲଗେଇଥାଏ ବଧୂ ହାତରେ ଥିବା କଲିରେ । ତେବେ ବିବାହରେ କଲିରେର ଖାସ ମହତ୍ୱ ରହିଛି । ଏହା କେବଳ ବଧୂର ସୁନ୍ଦରତା ବଢ଼ାଇ ନ ଥାଏ ବରଂ ଏହାକୁ ନେଇ ଏକ ନିୟମ ମଧ୍ୟ ଖେଳା ଯାଇଥାଏ । ଅନେକ ଝିଅ ଅଛନ୍ତି ଯେଉଁମାନେ ଏଥିରେ ସ୍ୱତନ୍ତ୍ର ଡିଜାଇନ୍ କରାଇଥାନ୍ତି । ଆପଣ…

Read More