Author: Ayesha Debnath

ସାଧାରଣତଃ ଆମେ ସମସ୍ତେ ମାଛ ଖାଇବାକୁ ପସନ୍ଦ କରିଥାଉ । ମାଛ କେବଳ ସ୍ଵାଦରେ ଭଲ ହୋଇ ନଥାଏ, ଏଥିରେ ଅନେକ ପ୍ରକାରର ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ହେଲେ ମାଛରେ ଅନେକ ପ୍ରକାରର ତତ୍ୱ ରହିଛି ଯାହା ଆମ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇ ଥାଏ । ମାଛରେ ଅଧିକ ପରିମାଣର ଓମେଗା ଫ୍ୟାଟି ଏସିଡ୍, ଭିଟାମିନ୍ ଡି ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ସହିତ ପ୍ରୋଟିନ୍ ସହ ଗୁଡ ଫ୍ୟାଟ ମଧ୍ୟ ରହିଛି । ଯାହା ହୃଦ୍‌ରୋଗ ସମେତ ଅନେକ ରୋଗ ବା ବିପଦକୁ ରୋକିଥାଏ । ଏବଂ ଏହା ଆମ ସ୍କିନ, କେଶ, ନଖକୁ ଅନେକ ପୁଷ୍ଟି ମଧ୍ୟ ଦେଇଥାଏ । ମାଛ ଖାଇବାର ଫାଏଦା ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ସଠିକ୍ ପରିମାଣର ମାଛ ଖାଇବା ଦ୍ୱାରା ସେହି ପୋଷକ ତତ୍ତ୍ୱକୁ ନିଜ…

Read More