Author: Ayesha Debnath

ଭାରତ ମହାସାଗରରେ ଏକ ବିଶାଳ ‘ଗ୍ରାଭିଟି ହୋଲ୍‍’ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହା କିପରି ଗଠିତ ହେଲା ଆମେ ଜାଣି ନ ଥିଲୁ । ଅନୁସନ୍ଧାନକାରୀମାନେ ବିଗତ ୧୪୦ ନିୟୁତ ବର୍ଷ ମଧ୍ୟରେ ପୃଥିବୀର ଭୌଗୋଳିକ ପ୍ରକ୍ରିୟାକୁ ଅନୁକରଣ କରିବା ପାଇଁ ଉନ୍ନତ କମ୍ପ୍ୟୁଟର ମଡ଼େଲିଂ ବ୍ୟବହାର କରିଥିଲେ ଏବଂ ଶେଷରେ ଏହି ଜଟିଳ ପ୍ରଶ୍ନର ଉତ୍ତର ଖୋଜି ପାଇଲେ । ବୈଜ୍ଞାନିକମାନେ ଭାରତ ମହାସାଗରର ବୃହତ “ଗ୍ରାଭିଟି ହୋଲ୍‍” ପଛରେ ଥିବା ରହସ୍ୟକୁ ପ୍ରକାଶ କରିଛନ୍ତି, ଯାହାକି ସାତ ଦଶନ୍ଧି ଧରି ଗବେଷକମାନଙ୍କୁ ଚକିତ କରି ଦେଇଛି। ଭାରତ ମହାସାଗରର ଗଭୀରତାରେ ଏହି ମାଧ୍ୟାକର୍ଷଣ ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ଏହି କ୍ଷେତ୍ରକୁ ବିଶାଳ ମାଧ୍ୟାକର୍ଷଣ ଛିଦ୍ର କୁହାଯାଏ, ଯାହାକି ୩୦ ଲକ୍ଷ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ନୂତନ ଅଧ୍ୟୟନ ଦାବି କରିଛି ଯେ, ସେମାନେ ଏହି ମାଧ୍ୟାକର୍ଷଣ ଛିଦ୍ରର କାରଣ ଆବିଷ୍କାର କରିଛନ୍ତି…

Read More