Author: Ayesha Debnath

Housefull-5: ଖୁବ୍‍ଶୀଘ୍ର ଆସିବାକୁ ଯାଉଛି ହାଉସ୍‍ଫୁଲ ଫ୍ରାଞ୍ଚାଇଜର ଆଉ ଏକ ସିରିଜ ‘ହାଉସ୍‍ଫୁଲ-୫’ । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଦର୍ଶକ । ଏହି ଫ୍ରାଞ୍ଚାଇଜର ସବୁ ସିରିଜରେ କେତେକ କଳାକାରଙ୍କୁ ବଦଳାଇ ଦିଆଯାଇଥିଲା । ସେହିପରି ଏହି ସିରିଜରେ କେଉଁ କେଉଁ କଳାକାର ନଜର ଆସିବେ ତାକୁ ନେଇ ଫ୍ୟାନ୍ସମାନେ ଅପେକ୍ଷା କରିଥିଲେ । ନିକଟରେ ଏହି ଫିଲ୍ମର ନିର୍ମାତା ଏହା ଉପରୁ ପରଦା ଉଠାଇଛନ୍ତି । ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ସମସ୍ତ କଳାକାରଙ୍କର ଝଲକ ଦେଖାଇଛନ୍ତି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦିନ ଖାନ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ସୋନମ ବାଜୱା, ନର୍ଗିସ, ସଞ୍ଜୟ ଦତ୍ତ, ଜ୍ୟାକି ଶ୍ରଫ, ନାନା ପାଟେକର, ଚଙ୍କି ପାଣ୍ଡେ ଏବଂ ଶ୍ରେୟାସ ତାଲପଡ଼େ ପ୍ରମୁଖ ଅଭିନୟ କରିଛନ୍ତି । ବର୍ତ୍ତମାନ ଏହି ଫ୍ରାଞ୍ଚାଇଜ୍ ସୁଟିଂ ଶେଷହେବାକୁ ଯାଉଥିବା ବେଳେ ସମ୍ପୂର୍ଣ୍ଣ…

Read More