Author: Ayesha Debnath

Ranbir Kapoor: ସେହି ଅଭିନେତାମାନଙ୍କ ମଧ୍ୟରେ ରଣବୀର କପୁରଙ୍କୁ ଗଣାଯାଇପାରେ, ଯେଉଁମାନେ ଏକ ଚଳଚ୍ଚିତ୍ର ପରିବାରରୁ ହେବାର ସମ୍ପୂର୍ଣ୍ଣ ଲାଭ ପାଇଛନ୍ତି । କିନ୍ତୁ ସେ ତାଙ୍କର ଦକ୍ଷତା ବା ଦମଦାର ଅଭିନୟ ହେତୁ ଆଜି ସେ ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ପରଦାରେ ରଣବୀର ସମସ୍ତ ପ୍ରକାରର ଭୂମିକାରେ ଅଭିନୟ ମଧ୍ୟ କରିଛନ୍ତି । ଯାହାକୁ ଦର୍ଶକମାନେ ମଧ୍ୟ ପସନ୍ଦ କରିଛନ୍ତି । ଫିଲ୍ମ ‘ଆନିମଲ୍’ ପରେ, ସେ ପ୍ରମାଣ କରିଛନ୍ତି ଯେ, ସେ ସମସ୍ତ ପ୍ରକାରର ଭୂମିକାରେ ଅଭିନୟ କରିବାରେ ପାରଙ୍ଗମ । ନିକଟରେ ରଣବୀର ଗୋଆରେ ଆୟୋଜିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ। ସେଠାରେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ଏବଂ ଦାଦା ରାଜ କପୁରଙ୍କ ଚଳଚ୍ଚିତ୍ର ବିଷୟରେ ଖୋଲାଖୋଲି ଭାବେ କଥା ହୋଇଥିଲେ। ସେ ‘ଲଭ୍ ଆଣ୍ଡ ୱାର୍’ ଖ୍ୟାତି ଅଭିନେତା ରାଜ କପୁରଙ୍କ ଫିଲ୍ମର ରିମେକ୍ କରିବାକୁ…

Read More