Author: Ayesha Debnath

Women Fertility: ମା’ ହେବା ସମସ୍ତ ମହିଳାମାନଙ୍କର ସ୍ୱପ୍ନ ହୋଇଥାଏ । ଏହାକୁ ବଡ଼ ସୌଭାଗ୍ୟର କଥା ବୋଲି କୁହାଯାଇଥାଏ । ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ହେତୁ ମହିଳାମାନଙ୍କଠାରେ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ବା ଫର୍ଟିଲିଟି ସମସ୍ୟା ବଢ଼ିବାରେ ଲାଗିଛି । ସଠିକ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ମହିଳାଙ୍କ ମା’ ହେବା ସମ୍ଭାବନାକୁ ବୃଦ୍ଧି କରିଥାଏ । ତେବେ ଘରକୁ ଏକ ନୂଆ ଅତିଥିଙ୍କ ଆଗମନର ଖବର ମାତା ଓ ପିତାଙ୍କ ସମେତ ସମସ୍ତ ପରିବାର ସଦସ୍ୟଙ୍କ ହୃଦୟକୁ ଖୁସିରେ ଭରିଦିଏ । କିନ୍ତୁ ଏହି ଖୁସି ସହିତ ଅନେକ ପ୍ରକାର ସମସ୍ୟା ମଧ୍ୟ ଆସିଥାଏ । ଯେଉଁଥିପାଇଁ କି ତାଙ୍କୁ ଗର୍ଭଧାରଣ ସମୟରେ ସର୍ବଦା ସତର୍କ ରହିବା ଆବଶ୍ୟକ । ବିଶେଷକରି ପ୍ରଥମ ଥର ମା’ ହେବାକୁ ଯାଉଥିବା ମହିଳାମାନେ କିପରି ନିଜର ଯତ୍ନ ନେବେ ଓ ଖାଇବାରେ କେଉଁ ଖାଦ୍ୟ ଖାଇବେ, ଏହା…

Read More