Author: Ayesha Debnath

Health Benefits Of Dates: ମୁଖ୍ୟତଃ ଶୀତଦିନ ଆସିଲେ ଆମ ହାଡ଼ରେ ଅଧିକ ଯନ୍ତ୍ରଣା ଅନୁଭବ ହୋଇଥାଏ । ଅନେକ ଲୋକଙ୍କୁ ଏହାଦ୍ୱାରା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ପ୍ରକାର ସମସ୍ୟା ଦ୍ୱାରା ପୀଡ଼ିତ ତେବେ ଆମେ ଆପଣଙ୍କୁ ଏହାର ବିଶେଷ ସମାଧାନ କହୁଛୁ । ଶୀତଦିନେ ଆମକୁ ଏପରି ଜିନିଷ ଖାଇବା ଉଚିତ ଯାହାକି ଆମ ଶରୀରକୁ ଗରମ ରଖିବ ଏବଂ ଭିଟାମିନ୍ ଡି ଓ କ୍ୟାଲସିୟମର ଅଭାବକୁ ପୂରଣ କରିବ । ଆମ ଜୀବନଶୈଳୀରେ କିଛି ପରିବର୍ତ୍ତନ ତଥା ଡାଏଟରେ କିଛି ଖାଦ୍ୟକୁ ସାମିଲ କରିବା ଦ୍ୱାରା ଆମେ ଏଥିରୁ ମୁକ୍ତି ପାଇପାରିବା । ଶୀତଦିନେ, ଅଧିକାଂଶ ଲୋକଙ୍କୁ ଚର୍ମ ଶୁଷ୍କ ହେବାଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏପରି ପରିସ୍ଥିତିରେ, ଚର୍ମର ସର୍ବୋତ୍ତମ ଯତ୍ନ ନେବା ପାଇଁ ଆପଣଙ୍କ ଖାଦ୍ୟରେ ପୋଷକ ତତ୍ୱ ଅନ୍ତର୍ଭୁକ୍ତ କରନ୍ତୁ ।…

Read More