Author: Ayesha Debnath

Aloo Matar maggi: ସାଧାରଣତଃ ଆପଣମାନେ ବିଭିନ୍ନ ପ୍ରକାରର ମ୍ୟାଗି ଖାଇଥିବେ । ମସଲା ମ୍ୟାଗି, ଅଣ୍ଡା ମ୍ୟାଗି, ଲଙ୍କା ମ୍ୟାଗି ଠୁ ଆରମ୍ଭ କରି ଚକୋଲେଟ ମ୍ୟାଗି ପର୍ଯ୍ୟନ୍ତ । ମ୍ୟାଗି କେବଳ ଛୋଟ ଛୁଆଙ୍କର ପସନ୍ଦର ଖାଇବା ନୁହେଁ । ବଡ଼ମାନେ ମଧ୍ୟ ଏହାକୁ ସେତେ ହିଁ ପସନ୍ଦ କରିଥାନ୍ତି ଏବଂ ଖାଇଥାନ୍ତି । ବିଶେଷକରି ଯେଉଁମାନେ ହଷ୍ଟେଲ ବା ଘର ବାହାରେ ରହିଥାନ୍ତି ସେମାନେ ଅଧିକ ମ୍ୟାଗି ଖାଇଥାନ୍ତି । ସେମାନେ ମ୍ୟାଗି ସହ ଅନେକ ପ୍ରକାରର ଏକ୍ସପରିମେଣ୍ଟ ମଧ୍ୟ କରିଥାନ୍ତି । ଏହାକୁ ପ୍ରସ୍ତୁତ କରିବା ଯେତିକି ସହଜ, ଖାଇବା ପାଇଁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଏହା ଆମର ସମୟକୁ ବଞ୍ଚାଇବା ସହ ଆମ ଭୋକକୁ ମଧ୍ୟ ମେଣ୍ଟାଇଥାଏ । ବେଳେବେଳେ ଏଥିରେ ବିଭିନ୍ନ ପ୍ରକାର ପନିପରିବା ପକେଇଥାନ୍ତି । ଆଉ ବେଳେବେଳେ ଅଣ୍ଡା ଏବଂ ଚିକେନ ମଧ୍ୟ ପକେଇଥାନ୍ତି । ଶୀତଦିନ ଆସିଲେ…

Read More