Author: NAZMEEN PARWEEN

ଯେତେବେଳେ ଆମେ ଏକ ୭-ସିଟର କାର କିଣିବା ପାଇଁ ପ୍ଲାନ୍ କରିଥାନ୍ତି, ସେତେବେଳେ ପ୍ରଥମେ ଆମ ମନକୁ ଆସିଥାଏ ମାଇଲେଜ । ଏଠାରେ ଅପାଣଙ୍କୁ କହିବାକୁ ଯାଉଛୁ ଯାହା ଭାରତରେ ଅଧିକ ମାଇଲେଜ୍ ଦେବା ଭଳି ୭-ସିଟର କାର୍ ହୋଇଛି । ଏହି କାରର ନାମ Maruti Suzuki Ertiga, ଯାହାକି ଏହାର ସେଗମେଣ୍ଟରେ ସବୁଠାରୁ ଅଧିକ ମାଇଲେଜ୍ ଦେବା ଭଳି କାର ମଧ୍ୟରୁ ଗୋଟିଏ । ଏହି ୭-ସିଟର କାର୍ ଆଗରେ ବଡ଼ ବଡ଼ କାର୍ ମଧ୍ୟ ଫିକା ପଡିଯିବ । କେବଳ ଏତିକି ନୁହେଁ, କାରରେ ଆପଣଙ୍କୁ ଭରପୂର ଫିଚର୍ସ ମିଳିବ । Ertiga ର ପ୍ରାଇସ୍ ୮.୬୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ । Maruti Suzuki Ertiga ର ମାଇଲେଜ୍ ବିଷୟରେ କହିବାକୁ ଗଲେ, ଏହାର ପେଟ୍ରୋଲ ଭ୍ୟାରିଆଣ୍ଟ ପ୍ରାୟ ୨୬.୧୧ କିଲୋମିଟର ମାଇଲେଜ୍ ଦେଇଥାଏ । ଏହା…

Read More