Author: NAZMEEN PARWEEN

ଅଟୋ Bajaj ମାର୍କେଟରେ ଏକ ନୂଆ ସ୍କୁଟର ଲଞ୍ଚ କରିଛି । Chetak 35 Series ଭାରତୀୟ ମାର୍କେଟକୁ ଆସିଛି । ବଜାଜର ଏହି ସ୍କୁଟରକୁ ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ନୂଆ Chetak ରେ Bajaj ଅନେକ ପରିବର୍ତ୍ତନ କରିଛି । ଏହି ସ୍କୁଟରର 35 ସିରିଜରେ ଅଧିକ ଷ୍ଟୋରେଜ୍ ସ୍ପେସ୍ ପ୍ରଦାନ କରାଯାଇଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଥିବା ବ୍ୟାଟେରୀକୁ ରି-ଲୋକେଟ କରି ଏହାର ବୁଟ୍ କ୍ୟାପାସିଟି ୩୫ ଲିଟରର କରାଯାଇଛି । Bajaj ର ଏହି ନୂଆ ମଡେଲର 4kW ର ପରମାନେଣ୍ଟ ମୋଟର ଲଗାଯାଇଛି । ଏହି ମୋଟର ସହିତ EV ଟପ୍-ସ୍ପିଡ୍ ୭୩ କିଲୋମିଟର ପଯ୍ୟନ୍ତ ଚଲାଇପାରିବ । Chetak 35 ସିରିଜରେ ୩.୫ କିଲୋୱାଟର ବ୍ୟାଟେରୀ ପ୍ୟାକ୍ ରହିଛି, ଯେଉଁଥିପାଇଁ କମ୍ପାନୀ ଦାବି କରିଛି ଯେ ଏହି EV ୧୫୩ କିଲୋମିଟର ପର୍ଯ୍ୟନ୍ତ ଚଲାଇପାରିବ । ଏହି ସ୍କୁଟରର…

Read More