Author: NAZMEEN PARWEEN

Mysterious Hotel: ଏହି ରହସ୍ୟମୟ ରିୟୁଗ୍ୟୋଙ୍ଗ ହୋଟେଲକୁ ୟୁ-କ୍ୟୁଙ୍ଗ ମଧ୍ୟ କୁହାଯାଏ । ଏହି ହୋଟେଲ ଉତ୍ତର କୋରିଆର ରାଜଧାନୀ ପିୟୋଙ୍ଗୟାଙ୍ଗରେ ଅବସ୍ଥିତ ଏବଂ ଏହାର ଉଚ୍ଚତା ୩୩୦ ମିଟର । ଏଥିରେ ସମୁଦାୟ ୧୦୫ଟି କୋଠରୀ ଥିବା ବେଳେ ଆଶ୍ଚର୍ଯ୍ୟର କଥା ହେଉଛି ଆଜି ପର୍ଯ୍ୟନ୍ତ ଏଠାରେ କେହି ରହିପାରିନାହାନ୍ତି। ଏହି ହୋଟେଲକୁ ‘ସ୍ରାପଡ୍ ହୋଟେଲ୍’ ବା ‘ହଣ୍ଟେଡ୍ ହୋଟେଲ୍’ ମଧ୍ୟ କୁହାଯାଏ। ଏହାକୁ ‘ବିଲ୍ଡିଂ ୧୦୫’ ମଧ୍ୟ କୁହାଯାଏ। ଏସକ୍ୱାୟାର ପତ୍ରିକାରେ ଏହାକୁ ମାନବ ଇତିହାସର ସବୁଠାରୁ ଖରାପ ନିର୍ମାଣ ବୋଲି ବର୍ଣ୍ଣନା କରାଯାଇଥିଲା । ଦୁନିଆ ଅଜବ, ଚମତ୍କାର ଏବଂ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ । ସେମାନଙ୍କୁ ନେଇ ଲୋକଙ୍କର ବହୁତ ଇଚ୍ଛା ଥାଏ । ସେଥିପାଇଁ ସୋସିଆଲ ମିଡିଆରେ ଏଭଳି ଅନେକ ଜିନିଷ ଦେଖିବାକୁ ମିଳୁଛି । ଆମେ ଦୁନିଆର ହଣ୍ଟେଡ୍ ହୋଟେଲ ବିଷୟରେ କହିବାକୁ ଯାଉଛୁ । ଖୁବ୍ ଉତ୍ସାହର ସହ ନିର୍ମାଣ ହେଉଥିଲା…

Read More