Author: NAZMEEN PARWEEN

 ଗବେଷଣାରେ କିଶୋରମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ଉପରେ ଆଲୋକପାତ କରାଯାଇଛି, ଯେଉଁଥିରେ ୭୫% ଲୋକଙ୍କଠାରେ ଅବସାଦ କିମ୍ବା ଚିନ୍ତାର ଲକ୍ଷଣ ଦେଖାଯାଇଛି ।ଏକ ନୂତନ ଅଧ୍ୟୟନରୁ ଅଷ୍ଟ୍ରେଲୀୟ କିଶୋରମାନଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସଙ୍କଟ ବିଷୟରେ ପ୍ରକାଶ ପାଇଛି । ଏଥିରୁ ଜଣାପଡିଛି ଯେ ପ୍ରାୟ ତିନି ଚତୁର୍ଥାଂଶ (୭୫%) କିଶୋର ଅବସାଦ କିମ୍ବା ଚିନ୍ତାର ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଅନୁଭବ କରୁଛନ୍ତି ।ମର୍ଡୋକ୍ ଚିଲ୍ଡ୍ରେନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଏମ୍ ସିଆର୍ ଆଇ) ନେତୃତ୍ବରେ ଏବଂ ଲାନ୍ସେଟ୍ ସାଇକିଆଟ୍ରିରେ ପ୍ରକାଶିତ ଏହି ଗବେଷଣାରେ କ୍ଲିନିକାଲ୍ କେୟାର ବ୍ୟତୀତ ପ୍ରତିଷେଧକ ରଣନୀତିର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରାଯାଇଛି। ଅଧ୍ୟୟନରୁ ଜଣାପଡିଛି ଯେ ୬୪% କିଶୋର କ୍ରନିକ ମାନସିକ ସ୍ୱାସ୍ଥ୍ୟ ଲକ୍ଷଣର ସମ୍ମୁଖୀନ ହୋଇଥିଲେ ଏବଂ ୧୦ ରୁ ୧୮ ବର୍ଷ ବୟସ ମଧ୍ୟରେ ତିନି କିମ୍ବା ଅଧିକ ଥର ରିପୋର୍ଟ କରିଥିଲେ ।ଏହି ଅନୁସନ୍ଧାନ କିଶୋର ଅବସ୍ଥାରେ…

Read More