Author: NAZMEEN PARWEEN

କୁଏତ୍‌ର ସବୁଠାରୁ ଧନୀ ପରିବାର । ଦୁନିଆର ଅନେକ ବଡ ବଡ ଧନୀ ବ୍ୟକ୍ତି ମଧ୍ୟ ତାଙ୍କ ଆଗରେ ଫିକା ପଡିବେ । କୁଏତ ହେଉଛି ଏକ ଗଲ୍ଫ ଦେଶ । କିନ୍ତୁ ୧୭୫୨ ପରଠାରୁ ଏଠାରେ ଶାସନ କରୁଛନ୍ତି ଅଲ-ସବାହ ପରିବାର । ସେ ଦେଶକୁ ପ୍ରାକୃତିକ ଗ୍ୟାସ ଏବଂ ତୈଳ ଭଣ୍ଡାର ଭାବେ ବିଶ୍ୱ ସ୍ଥାନ ଦେଇଛନ୍ତି ।  ଗୋଟିଏ ପଟେ ବିଶ୍ବର ସବୁ ଦେଶ ଲୋକତନ୍ତ୍ର ଗ୍ରହଣ କରୁଥିବାବେଳେ କୁଏତରେ ଏବେ ବି ରାଜତନ୍ତ୍ର ଚାଲୁଛି । ଏଠାରେ ରାଜାଙ୍କୁ ଆମୀର କୁହାଯାଏ । ରିପୋର୍ଟ ଅନୁଯାୟୀ, ଏହି ପରିବାରର ମୋଟ ସମ୍ପତ୍ତିର ଦାମ୍‌ ପ୍ରାୟ ୩୬୦ ବିଲିୟନ ଡଲାର୍ । ଅର୍ଥାତ୍ ଭାରତୀୟ ମୂଲ୍ୟରେ ଏହି ସମ୍ପତ୍ତି ହେଉଛି ୩୦ ଲକ୍ଷ କୋଟିରୁ ଅଧିକ ।  କୁଏତର ଅଲ- ସବାହ ପରିବାର ହେଉଛି ଦୁନିଆର ସବୁଠାରୁ ଧନୀ ପରିବାର ମଧ୍ୟରୁ ଗୋଟିଏ । ବର୍ତ୍ତମାନ କୁଏତର ଆମୀର ହେଉଛନ୍ତି…

Read More