Author: NAZMEEN PARWEEN

ବର୍ତ୍ତମାନ ପ୍ରତ୍ୟକ ଜିନିଷରେ ଲାଗୁଛି ଜିଏସ୍‌ଟି । ନିକଟରେ ପପକର୍ଣ୍ଣ ଉପରେ ଟିକସ ଲାଗୁ କରିଛି ଜିଏସ୍ଟି ପରିଷଦ । ଏବେ ପ୍ରଶ୍ନ ଆସୁଛି କଣ ପାଣି ଉପରେ ଲାଗିଥାଏ ଟିକସ୍‌ । ଯଦି ଆଦାୟ କରାଯାଉଛି ତେବେ କେତେ ? ବାସ୍ତବରେ ସରକାର ପାଣି ଉପରେ ଜିଏସ୍ଟି ଆଦାୟ କରନ୍ତିନି । କିନ୍ତୁ ପ୍ୟାକେଡ୍ ପାଣି ଉପରେ ଜିଏସ୍ଟି ଚାର୍ଜ କରାଯାଏ । ଯାହା ଉଚ୍ଚ ହାଇ ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜିନିଷରେ ଭରପୂର ରହିଛି । ବିରାଟ କୋହଲି, ନୀତା ଅମ୍ବାନୀ, ମଲାଇକା ଆରୋରାଙ୍କ ପରି ବଡ ବଡ ସେଲିବ୍ରିଟିମାନେ ଏହି ମହଙ୍ଗା ପାଣି ପିଅନ୍ତି ।  ବ୍ଲାକ୍‌ ଓ୍ବାଟରର ୧ ଲିଟର ପାଣି ବୋତଲର ଦାମ୍‌ ୨୦୦ରୁ ୩୦୦୦ହଜାର ଟଙ୍କା ମଧ୍ୟରେ ହୋଇଥାଏ ।  ସ୍ପାର୍କଲିଙ୍ଗ ଓ୍ବାଟରର ଦାମ୍‌ ୧୨୦୦ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ବଜାରରେ ମିଳୁଥିବା ସାଧାରଣ ପାଣି ବୋତଲର ଦାମ୍‌ ୧୦ରୁ ୫୦ଟଙ୍କା…

Read More