Author: NAZMEEN PARWEEN

ଭାରତୀୟ ବଜାରରେ Hyundai Creta Electric ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଅଟୋମେକର୍ସ ଏହି ଗାଡ଼ିର ଫିଚର୍ସଗୁଡିର ଲିଷ୍ଟ ପ୍ରକାଶ କରିଛନ୍ତି । ଏହା ସହିତ SUV ର ଇଣ୍ଟେରିୟର ବିଷୟରେ ମଧ୍ୟ ପ୍ରକାଶ ପାଇଛି । ଏହି ଯଦି ଏହି ନୂଆ କାର୍ ମଡେଲକୁ ଷ୍ଟାଣ୍ଡାର୍ଡ କ୍ରେଟା ସହିତ ତୁଳନା କରାଯାଏ, ତେବେ ଏହି ଦୁଇଟି ମଡେଳରେ ଡିଜାଇନ୍ ଏବଂ ଫ୍ରଣ୍ଟ ଫିଚର୍ସରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିବ । Hyundai ର Electric କାରରେ ସବୁଠାରୁ ବଡ଼ ପରିବର୍ତ୍ତନ କରାଯାଇଛି । ଅଟୋମେକର୍ସମାନେ ଏହି ଗାଡ଼ିକୁ ଷ୍ଟିୟରିଂ ହୁଇଲରେ ପରିବର୍ତ୍ତନ କରିଛନ୍ତି । Creta EV ର ଷ୍ଟିୟରିଂ ହୁଇଲ୍ ଷ୍ଟାଣ୍ଡାର୍ଡ ମଡେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଛି । Hyundai Creta EV ମିଡ୍ ରେଞ୍ଜ ଏବଂ ଲଙ୍ଗ ରେଞ୍ଜ ଭଳି ଦୁଇଟି ବ୍ୟାଟେରୀ ପ୍ୟାକ୍ ସହିତ ଆସିବାକୁ ଯାଉଛି । ଏହି ଗାଡ଼ିରେ ଥିବା ୪୨…

Read More