Author: NAZMEEN PARWEEN

ଭାରତୀୟ ବଜାରରେ Mercedes-Benz ର ଇଲେକ୍ଟ୍ରିକ୍ G-Class ଲଞ୍ଚ କରାଯାଇଛି । ଏହି ଗାଡ଼ିର ପ୍ରଡକ୍ସନ କେବଳ ଭାରତରେ ହିଁ ହୋଇଛି । Mercedes EQ ଟେକ୍ନୋଲୋଜି ସହିତ ନୂଆ କାର G580 କୁ ଲଞ୍ଚ କରିଛି । ବର୍ତ୍ତମାନ ଏହି କାରକୁ ଭାରତର ଅଫ-ରୋଡର ଗାଡ଼ି ଲିଷ୍ଟରେ ମଧ୍ୟ ସାମିଲ କରାଯାଇଛି । ଏହା ହେଉଛି ପ୍ରଥମ ଅଫ୍-ରୋଡର ଗାଡ଼ି ଯାହା ଇଲେକ୍ଟ୍ରିକ୍ ଭ୍ୟାରିଆଣ୍ଟରେ ଅଣାଯାିଛି । ଏହି Mercedes କାରରେ ଚାରୋଟି ହୁଇଲ ସହିତ ଏକ ଇଲେକ୍ଟ୍ରିକ୍ ମେରାଟର ମଧ୍ୟ ରହିଛି । Mercedes-Benz ର ଏହି ନୂଆ ଇଲେକ୍ଟ୍ରିକ୍ କାରରେ ୧୧୬ kWh ୟୁନିଟର ବ୍ୟାଟେରୀ ପ୍ୟାକ୍ ଲାଗିଛି । ଏହି ବ୍ୟାଟେରୀ ପ୍ୟାକ୍ ସହିତ ଏହି କାର୍ ୪୭୦ କିଲୋମିଟରର ରେଞ୍ଜ ଦେବାକୁ ଦାବି କରିଛି । G580 ରେ ମିଳୁଥିବା ପାୱାର ବିଷୟରେ କହିବାକୁ ଗଲେ ଏଥିରେ ୫୮୭ hp ର ପାୱାର ମିଳିଥାଏ…

Read More