Author: NAZMEEN PARWEEN

ଲୋକେମାନେ ବସବାସ କରିବା ପାଇଁ ନିହାତି ଭାବେ ଜରୁରୀ ହୋଇଥାଏ ଗୋଟିଏ ବାସଗୃହ । ଏହି ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା । ଯେତେବେଳେ ଲୋକେ ଘର ତିଆରି କରିବା ପାଇଁ ଆରମ୍ଭ କରିଥାନ୍ତି, ସେତେବେଳେ ବାର, ତିଥି ଏବଂ ନକ୍ଷେତ୍ରକୁ ଭିତ୍ତିକରି ଆଗକୁ ବଢ଼ିଥାନ୍ତି । କଥାରେ ଅଛି ପ୍ରତ୍ୟେକ ମଣିଷ ସହିତ ବାସସ୍ଥାନର ଏକ ସମ୍ପର୍କ ରହିଥାଏ । ଏହି ସମ୍ପର୍କ ଶୁଭଫଳ ଦେବ କି ଅଶୁଭ ଫଳ ଦେବ ତାହା ନିର୍ଭର କରେ ଉଭୟ ବାସସ୍ଥାନ ଓ ମଣିଷର ସମ୍ପକୁ ନେଇ । ଯେମିତି ଗୋଟିଏ ବାହାଘରରେ ବର ଓ କନ୍ୟାର ମେଳକ ବିଚାର କରାଯାଏ, ଠିକ୍ ସେହିପରି ପ୍ରତ୍ୟେକ ଭୂମି ସହିତ ଗୃହବାସୀଙ୍କ ମେଳକୁ ବିଚାର କରାଯାଇଥାଏ । ଯଦି ରହୁଥିବା ସ୍ଥାନଟି ବ୍ୟକ୍ତିଙ୍କ ସହିତ ମେଳକ ଥାଏ ତେବେ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ସେଥିପାଇଁ ଆପଣ ନିଶ୍ଚିତ ଭାବରେ ଘର ତିଆରି…

Read More