Author: NAZMEEN PARWEEN

ଡାଇନୋସର ଏକ ପ୍ରାଣୀ , ପ୍ରାୟ ୧୬୦ ନିୟୁତ ବର୍ଷ ଧରି ପୃଥିବୀର ସ୍ଥଳ ଭାଗରେ ରହୁଥିବା ମେରୁଦଣ୍ଡୀ  ପ୍ରାଣୀ ଥିଲା  । ସେମାନେ ଟ୍ରାଏସିକ୍ ଯୁଗର ଶେଷରୁ କ୍ରିଟେସିୟସ୍ ଯୁଗର ଶେଷ ପର୍ଯ୍ୟନ୍ତ ରହିଥିଲେ, ଯାହା ପରେ କ୍ରିଟେସିୟସ୍-ତୃତୀୟ ବିଲୁପ୍ତି ଘଟଣା ର ଫଳସ୍ୱରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଲୁପ୍ତ ହୋଇଯାଇଥିଲେ । ପୃଥିବୀକୁ ପୁଣି ଫେରିବେ କି ଡାଇନୋସର୍? ହଁ, ଦର୍ଶକବନ୍ଧୁ ଏମିତି କିଛି କଥାକୁ ନେଇ ଏବେ ଚର୍ଚା ଜୋର ଧରିଛି । ଏବେ ପୁଣିଥରେ ପୃଥିବୀ ପୃଷ୍ଠକୁ ଡାଇନୋସର୍ ଫେରିବାର ଆଶଙ୍କା ବଢିଚାଲିଛି । ଦିନ ଥିଲା ଆଜିଠାରୁ ପ୍ରାୟ କୋଟି କୋଟି ବର୍ଷ ପୂର୍ବରୁ ଦୁନିଆରେ ରାଜ କରୁଥିଲେ ଡାଇନୋସର୍ । ହେଲେ ପରେ ଲୋପ ପାଇଗଲା ଏହି ବିଶାଳକାୟ ଜୀବଙ୍କର ବଂଶ । ହେଲେ ବର୍ତ୍ତମାନ ଡାଇନୋସର କାହାଣୀ କେବଳ ଚଳଚ୍ଚିତ୍ର ଏବଂ କାହାଣୀରେ ହିଁ ସୀମିତ ହୋଇ ରହିଯାଇଛି ।…

Read More