Author: NAZMEEN PARWEEN

ଜନସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ରେବିଜ୍, ଲେପ୍ଟୋସ୍ପାଇରୋସିସ୍, ଆନ୍ଥ୍ରାକ୍ସ, ସ୍କ୍ରବ୍ ଟାଇଫସ୍, ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଏବଂ ସ୍ୱାଇନ୍ ଫ୍ଲୁ ଭଳି ଜୁନୋଟିକ୍ ରୋଗର ପ୍ରାରମ୍ଭିକ ଚିହ୍ନଟ, ତଦାରଖ ଏବଂ ନିୟନ୍ତ୍ରଣ ଉପରେ ଏହି ପଦକ୍ଷେପ ଗୁରୁତ୍ୱ।ରୋପ କରୁଛି। ଉଦୀୟମାନ ରୋଗ ଏବଂ ଭବିଷ୍ୟତମହାମାରୀକୁ ନେଇ ବିଶ୍ୱବ୍ୟାପୀ ଚିନ୍ତା ବଢ଼ୁଥିବା ବେଳେ ଓଡ଼ିଶା ସରକାର ଜୁନୋଟିକ୍ ରୋଗ ପାଇଁ ତଦାରଖ ଏବଂ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର (ଏଚଇଓସି) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟବ୍ୟାପୀ ଡାକ୍ତରଖାନା, ପରୀକ୍ଷାଗାର, ପ୍ରାଣୀ ଚିକିତ୍ସା ଅନୁଷ୍ଠାନ ଏବଂ କ୍ଷେତ୍ର ନିରୀକ୍ଷଣ ୟୁନିଟ୍ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ଏଚଇଓସି ଏକ କେନ୍ଦ୍ରୀୟ କମାଣ୍ଡ ସେଣ୍ଟର ଭାବରେ କାର୍ଯ୍ୟ କରିବ । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପ୍ରାଣୀମାନଙ୍କଠାରୁ ମଣିଷକୁ ବ୍ୟାପିଥିବା ଏବଂ ଜନସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ସୃଷ୍ଟି କରୁଥିବା ରେବିସ୍, ଲେପ୍ଟୋସ୍ପାଇରୋସିସ୍, ଆନ୍ଥ୍ରାକ୍ସ,…

Read More