Author: Purva Paksha

ରାଜ୍ୟସଭା ସାଂସଦ ମୁନା ଖାନ୍‍ଙ୍କ ସମର୍ଥକମାନେ ଆଜି ନବୀନ ନିବାସରେ ପଶି ପାଣ୍ଡିଆନ ଗୋ ବ୍ୟାକ୍‍, ପାଣ୍ଡିଆନ ମୁର୍ଦ୍ଦାବାଦ ଧ୍ୱନୀ ଦେବା ପରେ ବିଜୁ ଜନତା ଦଳ ବସ୍ତୁତଃ ଦୁଇଫାଳ ହୋଇଯାଇଛି। ଏହି ଘଟଣା ପରେ ୪ଜଣ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି। It’s very unfortunate to see that my Rajya Sabha colleague Shri Debasish Samantaray has attacked Shri VK Pandian over Waqf Bill decision despite the fact that the latter has already retired from politics 10 months ago and is not participating in any meeting or political activity.… — Manas Mangaraj (@manasrmangaraj) April 7, 2025 ସାଂସଦ ମାନସ ମଙ୍ଗରାଜ ତାଙ୍କ ଏକ୍ସ ଏକାଉଣ୍ଟରେ କହିଛନ୍ତି,…

Read More