Author: Purva Paksha

BJD: ଏହାର ଆଉ ଏକ ବଡ଼ କାରଣ ହେଉଛି ଦଳର ହିନ୍ଦୁ ନେତାମାନେ ଏକାଠି ନାହାନ୍ତି। ସେମାନେ ନିଜର ଭୋଟ ବ୍ୟାଙ୍କକୁ ନେଇ ନବୀନ କିମ୍ବା ପାଣ୍ଡିଆନ୍‍ଙ୍କୁ ଚାପ ପ୍ରୟୋଗ କରିପାରୁ ନାହାନ୍ତି। ଯାହା ଫଳରେ ମୁସଲମାନ-ଖ୍ରୀଷ୍ଟିଆନ କଳିରେ ସଂଖ୍ୟା ବହୁଳ ହିନ୍ଦୁ ନେତାଙ୍କୁ ଦଣ୍ଡିତ କରିବାକୁ ବିଜେଡି ନେତୃତ୍ୱ ଦୁଃସାହାସ କରିବାକୁ ଯାଉଛି। ନିଜକୁ ଧର୍ମ ନିରପେକ୍ଷ ବୋଲି ଦାବି କରୁଥିବା ବିଜୁ ଜନତା ଦଳ ବାସ୍ତବରେ କେତେ ଧର୍ମ ନିରପେକ୍ଷ? ବିଜେଡି ରାଜନୀତିରେ ଖ୍ରୀଷ୍ଟିଆନ ଓ ମୁସଲମାନ ସମ୍ପ୍ରଦାୟ ଭିତରେ ସୃଷ୍ଟି ହୋଇଥିବା ବିଭେଦକୁ କେମିତି ପ୍ରଶମିତ କରାଯିବ? ମୁସଲମାନ ନେତାଙ୍କ ଦାବିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଖ୍ରୀଷ୍ଟିଆନ ନେତା ସସ୍ମିତଙ୍କୁ ନିଲମ୍ବନ କରିବେ କି? ନା ଏ ଲଢ଼େଇରେ ବଳି ପଡ଼ିବେ ଜଣେ ହିନ୍ଦୁ ନେତା? ଖ୍ରୀଷ୍ଟିଆନ ଓ ମୁସଲମାନ ନେତାଙ୍କୁ ନେଇ ଏମିତି ଅନେକ ସନ୍ଦେହ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଲାଗି ରହିଛି।…

Read More