Author: Purva Paksha

ଏକୁଟିଆ ମୁନା ଖାନ୍‍ ପାଇଁ ଆଜି ନବୀନ ନିବାସ ପଡ଼ିଛି ଉଠିଛି। ବରିଷ୍ଠଙ୍କ ଅନେକ ଯୁକ୍ତି  ଯେଉଁଠି ଫସର ଫାଟିଥିଲା, ମୁନାଙ୍କ ଆସିବା ପରେ ଖୋଦ ନବୀନ ବି ଆଉ ଘର ଭିତରେ ବସିବାକୁ ସକ୍ଷମ ହୋଇନାହାନ୍ତି। ବାଧ୍ୟ ହୋଇ ବାହାରକୁ ଆସି ନିଜର ଭାବମୂର୍ତ୍ତିକୁ ରକ୍ଷା କରିବାକୁ ଚାହିଁଛନ୍ତି। ଏହା ହେଉଛି ଆଜିର କଥା। ଆଜି ନବୀନ ନିବାସରେ ସାଂସଦ ମୁନା ଖାନ୍‍ ବିରୋଧୀ ଦଳ ନେତା ତଥା ବିଜେଡି ମୁଖିଆଙ୍କୁ ଭେଟିବା ବେଳର କଥା। ଏହି ସମୟରେ ସିଧା ସଳଖ ମୁନା ଓ ତାଙ୍କ ସମର୍ଥକ ରାଜ୍ୟ ସଭାର ବିଜେଡି ନେତା ପଦରେ ରହିଥିବା ସସ୍ମିତ ପାତ୍ରଙ୍କୁ ନିଲମ୍ବନ କରିବାକୁ ଦାବି କରିଛନ୍ତି।  ଆଉ ନବୀନ କହିଛନ୍ତି ‘ଆମେ ଧର୍ମ ନିରପେକ୍ଷ ଦଳ। ରାଜ୍ୟସଭାରେ ଯାହା ଘଟିଲା ତାହା ଆମେ ଦେଖିବୁ’। ମୁନାଙ୍କ ବିରୁଦ୍ଧରେ କୋହ ଓ କ୍ଷୋଭ ନେଇ ଆଜି ସାଂସଦ ମୁନା ଖାନ୍‍ଙ୍କ ନେତୃତ୍ୱରେ ମୁସଲମାନ…

Read More