Author: Purva Paksha

ଓଡ଼ିଶା, ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ରାଜ୍ୟ, ସାମରିକ ଓ ଆର୍ଥନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାର ଉପକୂଳବର୍ତ୍ତୀ ଅଞ୍ଚଳ, ଶିଳ୍ପାଞ୍ଚଳ ଏବଂ ପ୍ରତିରକ୍ଷା ସଂସ୍ଥାନଗୁଡ଼ିକ ଯୁଦ୍ଧ ପରିସ୍ଥିତିରେ ଶତ୍ରୁ ରାଷ୍ଟ୍ରମାନଙ୍କ ପାଇଁ ଟାର୍ଗେଟ ହୋଇପାରେ। ଏଭଳି ପରିସ୍ଥିତରେ ଯଦି ଭାରତ-ପାକିସ୍ତାନ ବିବାଦ ଆଗକୁ ବଢ଼େ ଓ ପୂର୍ଣ୍ଣଯୁଦ୍ଧରେ ପରିଣତ ହୁଏ,ତେବେ ପାକିସ୍ତାନ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରିବ। ଏମିତିରେ ପାକିସ୍ତାନୀ ଟାର୍ଗେଟ ଭିତରେ ଓଡ଼ିଶା ମଧ୍ୟ ରହିବ। ଆସନ୍ତୁ ଜାଣିବା ଯଦି ଯୁଦ୍ଧ ହୁଏ ତେବେ ପାକିସ୍ତାନୀ ସେନା ଟାର୍ଗେଟରେ ଓଡ଼ିଶାର କେଉଁ ସବୁ ଅଞ୍ଚଳ ରହିବ। ସାମରିକ ଦୃଷ୍ଟିକୋଣରୁ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସହ ଜାଣିବା ଯେ, ଓଡ଼ିଶାକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ କେଉଁ କ୍ଷେପଣାସ୍ତ୍ର ବ୍ୟବହାର କରିପାରେ, ସେଗୁଡ଼ିକର ବିଶେଷତା କ’ଣ, ଏବଂ ଏହାକୁ ପ୍ରତିହତ କରିବା ପାଇଁ ଭାରତୀୟ ସେନାର ପ୍ରସ୍ତୁତି କ’ଣ? ଓଡ଼ିଶାର ସମ୍ଭାବ୍ୟ ଟାର୍ଗେଟ ଅଞ୍ଚଳ ଓଡ଼ିଶାର କେତେକ ଅଞ୍ଚଳ…

Read More