Author: Purva Paksha

ରୁଷ ଓ ୟୁକ୍ରେନ ମଧ୍ୟରେ ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧରେ ରବିବାର ଦିନ ଏକ ବଡ଼ ଘଟଣା ଘଟିଛି। ୟୁକ୍ରେନ ରୁଷର ଏୟାରବେସ ଉପରେ ଡ୍ରୋନ ଆକ୍ରମଣ କରି ଏକ ବଡ଼ ଝଟକା ଦେଇଛି। ୟୁକ୍ରେନ ରୁଷର ଏୟାରବେସକୁ ଟାର୍ଗେଟ କରି ୪୧ଟି ବିମାନ ନଷ୍ଟ କରି ଦେଇଛି। ୟୁକ୍ରେନର ସୁରକ୍ଷା ସେବା (ଏସବିୟୁ) ଏହାକୁ ରୁଷ ଉପରେ ହୋଇଥିବା ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ଆକ୍ରମଣ ବୋଲି କହିଛି। ୟୁକ୍ରେନ ‘ସ୍ପାଇଡର ୱେବ’ ଅପରେସନ ଅଧୀନରେ ଏକ ଅତ୍ୟନ୍ତ ବିଶେଷ ପଦ୍ଧତିରେ ଏହି ଆକ୍ରମଣକୁ ସଫଳ କରିଛି। ଆକ୍ରମଣର ବ୍ୟାପକତା ଓ ରୁଷକୁ ହୋଇଥିବା କ୍ଷତିକୁ ଦେଖି ଏହାର ତୁଳନା ୧୯୪୧ ମସିହାର ପର୍ଲ ହାର୍ବର ଆକ୍ରମଣ ସହ କରାଯାଉଛି। ୟୁକ୍ରେନ ରୁଷ ଭିତରେ ଥିବା ସାମରିକ ବିମାନଘାଟିଗୁଡ଼ିକୁ ଟାର୍ଗେଟ କରିବା ପାଇଁ ‘ସ୍ପାଇଡର ୱେବ’ ନାମକ ଏକ ଅପରେସନ ଚଳାଇଥିଲା। ଏହି ଅପରେସନକୁ ପ୍ରାୟ…

Read More