Author: Purva Paksha

ଯିଏ କାମ କରିବା ସିଏ ଗେହ୍ଲାପୁଅ ? କାମକୁ ନେଇ ପୁରଷ୍କାର ଦେବେ ମୋହନ । ସବୁ ସରକାରୀ ଅଧିକାରୀଙ୍କ ଦକ୍ଷତା ମପାଯିବ । ସେହି ଅନୁସାରେ ପୁରସ୍କୃତ କରାଯିବ । କଥାଟା କିଛି ମାତ୍ରାରେ ସମାନ ସ୍କୁଲରେ ଯେମିତି ପାଠ କରିବାକୁ ପିଲାମାନଙ୍କ ମଧ୍ୟରେ କମ୍ପିଡିସନ ହୁଏ ଆଉ ଯିଏ ଭଲ କରେ ତାକୁ ପୁରସ୍କାର ଦିଆଯାଏ । ଠିକ ସେହିପରି ଗୁରୁଜୀ ସରକାରୀ ଅଧିକାରୀମାନଙ୍କୁ ଦକ୍ଷତା ଅନୁସାରେ ପୁରସ୍କୃତ କରିବେ । କଥାଟା ଶୁଣିଲେ ଯିଏ କେହିବି ଭାବିବ ମୋହନ ସରକାରୀ ଅଧିକାରୀଙ୍କୁ ଠିକ ସମୟରେ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି କିନ୍ତୁ ତାହା ନୁହେଁ ଏହାର ପଛରେ ମୋହଙ୍କ ବଡ଼ ପ୍ଲାନ । ଏହି ମଧ୍ୟମରେ ମୋହନ ବର୍ଷେ ହେଲା କାମ କରୁଥିବା ଟହଲିଆ ଅଫିସର ମାନଙ୍କୁ ଛୁଟି କରିବାକୁ ଚାହୁଁଛନ୍ତି । ତେବେ ଗତ ୨୦ ତାରିଖରେ ଉନ୍ନୟନ କମିଶନଙ୍କ ଅଧକ୍ଷତାରେ ପ୍ରଶାସନିକ ଓ…

Read More