Author: Purva Paksha

୭ ଡିସେମ୍ବର,୧୯୪୧ ସକାଳ ୭:୫୫ (ସ୍ଥାନୀୟ ସମୟ), ପ୍ରଶାନ୍ତ ମହାସାଗରରେ ହାୱାଇ ଦ୍ୱୀପ ନିକଟରେ ପର୍ଲ ହାର୍ବରରେ ନିୟୋଜିତ ଆମେରିକୀୟ ନୌସେନାର ଯୁଦ୍ଧଜାହାଜ ୟୁଏସଏସ ଆରିଜୋନାରେ ସାଧାରଣ ଦିନ ପରି କାର୍ଯ୍ୟକଳାପ ଚାଲିଥିଲା। ହଠାତ୍‌ ଆକାଶରେ ଜାପାନର ଗୋଟିଏ ବୋମାବର୍ଷୀ ଯୁଦ୍ଧ ବିମାନ ଦ୍ରୁତ ଗତିରେ ତଳକୁ ଖସିବାକୁ ଆରମ୍ଭ କରିଥିଲା । କେହି କିଛି ବୁଝିବା ଆଗରୁ ପ୍ରାୟ ୨୦୦ ଜାପାନୀ ଫାଇଟର ଜେଟ୍‌, ଯେଉଁଥିରେ ଟର୍ପିଡୋ ବିମାନ, ବୋମାବର୍ଷୀ ଓ ଯୁଦ୍ଧ ବିମାନ ଥିଲା, ସେମାନେ ଆକ୍ରମଣ ଆରମ୍ଭ କଲେ। ଏକ ଘଣ୍ଟା ମଧ୍ୟରେ ବେସ୍‌ରେ ଥିବା ଅନେକ ବିମାନବାହୀ ଯୁଦ୍ଧ ପୋତ ଉପରେ ଭୟଙ୍କର ଆକ୍ରମଣ ହେଲା। ଆମେରିକୀୟ ନୌସେନାକୁ ସମ୍ଭାଳିବାର ସୁଯୋଗ ମିଳିଲା ନାହିଁ, ଏବଂ ତାହାର ୧୨୦ରୁ ଅଧିକ ବିମାନ ଆଂଶିକ ବା ପୂର୍ଣ୍ଣତଃ ନଷ୍ଟ ହୋଇଗଲା। ଏହି ଆକ୍ରମଣ ପରେ ଆମେରିକା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସାମିଲ ହେଲା। ନିକଟରେ ୟୁକ୍ରେନର ଅପରେସନ ସ୍ପାଇଡର…

Read More