Author: Purva Paksha

ଅଭିନେତ୍ରୀ ହିନା ଖାନ ତାଙ୍କର ଦୀର୍ଘକାଳୀନ ସାଥୀ ରକି ଜୟସ୍ୱାଲଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯାହା ୧୩ ବର୍ଷ ପୂର୍ବେ “ୟେ ରିସ୍ତ କ୍ୟା କେହଲାତା ହେ” ସେଟରେ ଆରମ୍ଭ ହୋଇଥିବା ଏକ ପ୍ରେମ କାହାଣୀର ସିନ୍ଦୁର ପର୍ଯ୍ୟନ୍ତ ଯାତ୍ରା । ବହୁ ବର୍ଷ ବର୍ଷ ଧରି ହିନା ନିଜ ସମ୍ପର୍କକୁ ଗୋପନ ରଖିଥିବା ବେଳେ ଏବେ ଏହି ଦମ୍ପତି ବିବାହ ଉତ୍ସବରେ ପ୍ରତିଜ୍ଞା ଆଦାନ ପ୍ରଦାନ କରିଥିଲେ । ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମର ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତଗୁଡ଼ିକୁ ସେୟାର କରି, ହିନା ହୃଦୟସ୍ପର୍ଶୀ କ୍ୟାପସନ ଲେଖିଥିଲେ । ଯାହା ପ୍ରଶଂସକମାନଙ୍କ ମନ୍ତ୍ରମୁଗ୍ଧ କରିଦେଇଥିଲେ । “ଦୁଇଟି ଦୁନିଆରୁ, ଆମେ ଏକ ବ୍ରହ୍ମାଣ୍ଡ ନିର୍ମାଣ କରିଛୁ” ହିନା ଏକ ସୁନ୍ଦର କ୍ୟାପସନ ସହିତ ତାଙ୍କ ବିବାହ ଫଟୋର ପୋଷ୍ଟ କରିଥିଲେ । ଯେଉଁଥିରେ ଲେଖା ହୋଇଥିଲା “ଦୁଇଟି ଦୁନିଆରୁ, ଆମେ ଏକ ବ୍ରହ୍ମାଣ୍ଡ ନିର୍ମାଣ କରିଛୁ” । ତାଙ୍କ…

Read More