Author: Purva Paksha

ଡ. ସମନ୍ୱୟ ନନ୍ଦ ସାମ୍ୟବାଦ ବା କମ୍ୟୁନିଜମର ପ୍ରଚାରକ ମାନେ ସମାନତା ବିଶିଷ୍ଟ ସମାଜ ତଥା ସାଧାରଣ ଲୋକ ମାନଙ୍କୁ ସୁଖ ପ୍ରଦାନ କରିବା ପାଇଁ ଏହା ଉଦ୍ଦିଷ୍ଟ ବୋଲି ପ୍ରଚାର କରିଥାନ୍ତି । କିନ୍ତୁ ଏହାକୁ ହାସଲ କରିବା ପାଇଁ ତାଙ୍କର ଯେଉଁ ରାସ୍ତା ରହିଛି ତାହା ଅତ୍ୟନ୍ତ ଅମାନବୀୟ ଓ କ୍ରୁର । ଏହି ଭଳି ଏକ ଘଟଣା ଗତ ୩୬ ବର୍ଷ ତଳେ ଚୀନରେ ଘଟିଥିଲ।। ତିଆନମେନ ଚୌକରେ ଘଟିଥିବା ନରସଂହାରକୁ ଗତ କାଲି ୩୬ ବର୍ଷ ପୂରଣ ହୋଇଛି । ୧୯୮୯ ମସିହାର କଥା । ଚୀନରେ ଗଣତନ୍ତ୍ର ଦାବି କରି କିଛି ଦିନ ଧରି ହଜାର ହଜାର ସଂଖ୍ୟାରେ ଲୋକ ମାନେ ତିଆନମେନ ଚୌକରେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଓ ଧାରଣା ଦେଇ ଆସୁଥିଲେ । ଆନ୍ଦୋଳନକାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ । ଜୁନ ଚାରି…

Read More