Author: Purva Paksha

ପୁଣି ବନ୍ଦ ହୋଇପାରେ ସ୍କୁଲ , କଲେଜ, ଯାତ୍ରା ମୋହତ୍ସବ । ନିଜ ଘରେ ରହି କୁକିଙ୍ଗ ଏକ୍ସପୋର୍ଟ ହେବାର ସମୟ ବୋଧେ ଏଵେ ପୁଣି ଫେରିବାକୁ ଯାଉଛି । କାରଣ କରୋନା ପୁଣି ଆସୁଛି । ଏ ସବୁ ଭିତରେ ବେଶୀ ଚିନ୍ତା ବଢ଼ାଉଛି ପିଲାଙ୍କ ପାଠ ପଢା । ଖୋଲିବାକୁ ଯାଉଛି ସ୍କୁଲ । ରାଜ୍ୟରେ କୋଭିଡ ବଢୁଛି ସେପଟେ ସ୍କୁଲ ଖୋଲିବାର ସମୟ ପାଖକୁ ଆସୁଛି । ଏ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି ସ୍ଥିତି ଦେଖି ହେବ ନିଷ୍ପତ୍ତି । ଏବେ ରାଜ୍ୟରେ କିଛି ଭୟର ସ୍ଥିତି ହୋଇନାହିଁ । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ ଆଗକୁ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନିଆଯାଇପାରେ। ନିକଟରେ ଓଡ଼ିଶା ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରାଯାଇଥିଲା । ୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଥିଲା । ଓସେପା…

Read More