Author: Purva Paksha

ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଦୀପିକା ପାଦୁକୋନ ଏବଂ ସୋନମ କପୁରଙ୍କ ପରି ବଲିଉଡ୍ ତାରକାମାନେ ଦୀର୍ଘ ସମୟ ଧରି କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ସେମାନଙ୍କର କାମ ପାଇଁ ନୁହେଁ ବରଂ ନିଜର ଡ୍ରେସ ଓ ଷ୍ଟାଇଲ ପ୍ରଦର୍ଶନ କରିବାର ଏକ ମଞ୍ଚ ଭାବରେ ବାଛି ନେଇଛନ୍ତି । କାରଣ ସେମାନେ ସେମାନଙ୍କ ଚଳଚ୍ଚିତ୍ରରେ କରୁଥିବା ଅଭିନୟ ଅପେକ୍ଷା, ନିଜର ପ୍ରସୋନାଲିଟିକୁ ସ୍ମାର୍ଟ ଓ ଏଟ୍ରାକ୍ଟିଭ କରିଥାନ୍ତି । ୨୦୦୨ ମସିହାରୁ କାନ୍ସ ଫେଷ୍ଟିଭାଲରେ ଜଣେ ଅଭିଜ୍ଞ ଅଭିନେତ୍ରୀ ଭାବରେ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କର ପରିଚୟ ଅଛି । “ଯୋଦ୍ଧା ଆକବର” ହେଉ କି “ଏ ଦିଲ୍ ହେ ମୁସ୍କିଲ୍” । ଖାଲି ଫିଲ୍ମ ନୁହେଁ ଏମିତି ଅନେକ ବଡ଼ ବଡ଼ ବ୍ରାଣ୍ଡ ପାଇଁ କାମ କରି ଐଶ୍ୱର୍ଯ୍ୟା ରାୟ ଅନେକ ଥର ରେଡ୍ କାର୍ପେଟ୍ କୁଇନ ଭାବେ ନିଜ ପରିଚୟ ବାନେଇଛନ୍ତି । ଐଶ୍ୱର୍ଯ୍ୟାଙ୍କୁ ସବୁ ଏଵେ କପି କରୁଛନ୍ତି…

Read More