Author: Purva Paksha

ସ୍ୱୟଂସିଦ୍ଧ ୨୦୧୫ ମସିହାର ଏହି ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲୋମ ଟାଙ୍କୁରା ଓ ଛାତି ଥରା। କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ୍‍ ଇନଷ୍ଟିଚ୍ୟୁଟ ଅଫ୍‍ ପେଡ଼ିଆଟ୍ରିକ୍‍ ଯାହା ଶିଶୁ ଭବନ ନାଁ’ରେ ପରିଚିତ; ସେଠାରେ ୨୦ ଦିନ ଭିତରେ ଜଣଙ୍କ ପରେ ଜଣେ କରି ୬୫ ଶିଶୁ ମା’ କୋଳରୁ ସବୁଦିନ ପାଇଁ ବିଦାୟ ନେଇଥିଲେ। ଏହି ଶିଶୁମାନେ ସୁସ୍ଥ ହେବାକୁ ଆସିଥିଲେ କିନ୍ତୁ ଶବ ହୋଇ ଫେରିଲେ। ଏହାକୁ ନେଇ ସାରାରାଜ୍ୟରେ ତୁମ୍ବିତୋଫାନ ପରେ ରାଜନୀତି କଡ଼ ଲେଉଟାଇଥିଲା। କଂଗେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ରାଜନୈତିକ କର୍ମୀମାନଙ୍କ ଘନ ଘନ ଗସ୍ତ ଏହାକୁ ବଡ଼ ଏକ ଜନଅଶାନ୍ତିରେ ବଦଳାଇଥିଲା। ତଥ୍ୟ ଆଡ଼େଇବାବେଳେ ସାମ୍ନାକୁ ଆସିଥିଲା ବହୁ ବିସ୍ଫୋରକ ତଥ୍ୟ। ବିଜୁ ଜନତା ଦଳର ଶାସନ କାଳରେ ୨୦୧୫ରେ ଏଠାରେ ଭର୍ତ୍ତି ହୋଇଥିବା ୧୧୨୫୦ ଶିଶୁଙ୍କ ମଧ୍ୟରୁ ଆଖି ବୁଜିଥିଲେ ୯୬୫ ଶିଶୁ।…

Read More