Author: Purva Paksha

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ପଦାକୁ ବାହାରିଲେ ସୂର୍ଯ୍ୟ କିରଣ, ଧୂଳି ଏବଂ ଗରମ ଆମ ମୁହଁର ତ୍ବଚାକୁ ସବୁଠାରୁ ଅଧିକ ପ୍ରଭାବିତ କରେ ।  ଅନେକ ସମୟରେ, ମହଙ୍ଗା କସମେଟିକ୍ସ ପ୍ରଡକ୍ଟ ଏବଂ ସୌନ୍ଦର୍ଯ୍ୟ ଚିକିତ୍ସା ବ୍ୟବହାର କରିବା ସତ୍ତ୍ୱେ , ଇଚ୍ଛିତ ଚମକ ହାସଲ ହୁଏ ନାହିଁ । ଏପରି ପରିସ୍ଥିତିରେ , ପାରମ୍ପରିକ ଏବଂ ପ୍ରାକୃତିକ ଉପଚାର ମୁହଁର ହଜିଯାଇଥିବା ଚମକ ଫେରାଇ ଆଣିବା ପାଇଁ ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହୋଇଥାଏ । ଭାରତୀୟ ଘରୋଇ ଉପଚାରରେ ଏକିତି କିଛି ଦ୍ରବ୍ୟ ଅଛି  ଯାହା ପିଢ଼ି ପରେ ପିଢ଼ି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହୃତ ହୋଇଆସୁଛି । ଏହି ଉପଚାର  କେବଳ ଚର୍ମକୁ ସଫା କରେ ନାହିଁ, ବରଂ ଏହାକୁ  ଏହାର ପ୍ରାକୃତିକ ଚମକ ଫେରାଇ ଆଣିବାରେ ସାହାଯ୍ୟ କରେ । ବିଶେଷ କଥା ହେଉଛି ଏହା ଘରେ ଉପଲବ୍ଧ ସାଧାରଣ ଜିନିଷରୁ…

Read More