Author: Purva Paksha

ଶୁଭାଂଶୁ ଶୁକ୍ଳା ଭାରତର ପରବର୍ତ୍ତୀ ମହାକାଶ ନାୟକ ଭାବରେ ନୂଆ ରେକର୍ଡ କରିବାକୁ ଯାଉଛନ୍ତି, କିନ୍ତୁ ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ (ISS)କୁ ଯିବା ବେଳେ ବି ତାଙ୍କ ତାଙ୍କର ‘ଘର’କୁ ଛାଡୁନାହାଁନ୍ତି। ସେ ଜନ୍ମଭୂମିରୁ ମାଇଲ୍‌ ମାଇଲ ଦୂରରେ ରହିଲେ ମଧ୍ୟ ଘରକୁ ନିଜ ସାଙ୍ଗରେ ନେଇକି ଯିବାର ଯୋଜାନା କରିଛନତି। ଭାରତର ମହାକାଶ ଅନୁସନ୍ଧାନ ପାଇଁ ଏକ ଐତିହାସିକ ମୂହୁର୍ତ୍ତ ହେବ ନିଶ୍ଚୟ, ଗ୍ରୁପ୍‌ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ (ଆଇଏସଏସ) ଯାତ୍ରା କରୁଥିବା ପ୍ରଥମ ଭାରତୀୟ ମହାକାଶଚାରୀ ହେବାକୁ ଯାଉଛନ୍ତି। ୧୯୮୪ ମସିହାରେ ରାକେଶ ଶର୍ମା ମହାକାଶକୁ ଯାତ୍ରାକରିଥିବା ବେଳେ ଏହାର ୪୧ ବର୍ଷ ପରେ ଐତିହାସିକ ଏଏକ୍ସ-୪ ମିଶନ ଦ୍ବାରା ମହାକାଶ ଯାତ୍ରା କରି ଭାରତର ଦ୍ୱିତୀୟ ମହାକାଶ ଯାତ୍ରୀ ହେବାକୁ ଯାଉଛନ୍ତି ଶୁଭାଂଶୁ। ତେବେ ଶୁଭାଂଶୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ନିଜ ସାଙ୍ଗରେ ଯାହା ନେଇକି ଯାଉଛନ୍ତି ତାକୁ ଜାଣିଲେ ଆପଣ…

Read More