Author: Purva Paksha

ଏଥର ମୈାସୁମୀ ବାୟୁ ଆାଗମନ ଟିକେ ଶୀଘ୍ର ହୋଇଥିଲା । ଏହାରି ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସ୍ଥିର ଥିବାବେଳେ ଶନିବାରଠାରୁ ଏହା ଗତି ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ବୁଧବାର ଦିନ କହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧୨ ତାରିଖର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମେ ୨୮ ତାରିଖରେ ଓଡ଼ିଶାରେ ପହଞ୍ଚିଥିଲା। ତଥାପି, ମୌସୁମୀର ଅଗ୍ରଗତି ସ୍ଥିର ରହିଥିଲା ​​ଯାହା ଫଳରେ ରାଜ୍ୟରେ ଜୁନ୍ ୧ ରୁ ୧୧ ମଧ୍ୟରେ ୨୪ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି। ଆଇଏମଡି ସୂଚନା ଅନୁଯାୟୀ  ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼ ଏବଂ ମାଲକାନଗିରି ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଯାହା ୬୦ ପ୍ରତିଶତ କିମ୍ବା ତା’ଠାରୁ କମ୍ । ସେହିପରି, ୧୧ଟି ଜିଲ୍ଲାରେ ୨୦ ପ୍ରତିଶତରୁ ୫୯ ପ୍ରତିଶତ ମଧ୍ୟରେ ବର୍ଷା ରେକର୍ଡ କରାଯାଇଛି ।  ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା,…

Read More