Author: Purva Paksha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଇପ୍ରସ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଏଥିପାଇଁ ନୁହେଁ ଯେ ,ସେ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ଭାବେ ବହୁତ ଦିନ ପରେ ସାଇପ୍ରସ ଯାଉଛନ୍ତି ।  ଅପରେସନ୍ ସିନ୍ଦୂର ପରେ ତୁର୍କି ଓ ପାକିସ୍ତାନକୁ ସନ୍ଦେଶ ଦେବା ଏହି ଗସ୍ତର ଉଦ୍ଦେଶ୍ୟ । ସାଇପ୍ରସ ଗସ୍ତସାରି ପ୍ରଧାନମନ୍ତ୍ରୀ ମୋଦୀ ଜି୭ ଶିଖର ସମ୍ମିଳନୀ ପାଇଁ କାନାଡା ଯିବେ । ତା’ପରେ ସ୍ୱଦେଶ ଫେରିବା ସମୟରେ ସେ କ୍ରୋଏସିଆ ମଧ୍ୟ ଯିବେ । ଭାରତ ଇଉରୋପରେ ନିଜର ଭୂମିକା ବୃଦ୍ଧି କରିବାକୁ ଚାହୁଁଛି ଏବଂ ତାଙ୍କର ଏହି ଯାତ୍ରା କାର୍ଯ୍ୟକ୍ରମଗୁଡ଼ିକରୁ ମଧ୍ୟ ଏହି କଥା ସ୍ପଷ୍ଟ ହେଉଛି । ସାଇପ୍ରସ ଏବଂ କ୍ରୋଏସିଆ ଉଭୟ ଇଉରୋପୀୟ ସଂଘ (EU) ର ସଦସ୍ୟ । ସାଇପ୍ରସ ଆଗାମୀ ବର୍ଷର ପ୍ରଥମ ଛଅ ମାସ ପାଇଁ ଇଉରୋପୀୟ ସଂଘ କାଉନସିଲର ଅଧ୍ୟକ୍ଷତା ମଧ୍ୟ କରିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ…

Read More