Author: Purva Paksha

Ismail Haniyeh Assassination: ରିପୋର୍ଟ ଅନୁଯାୟୀ, ଏୟାର କଣ୍ଡିସନର ଖରାପ ହେବା ପରେ ହାନିଆ ଦୀର୍ଘ ସମୟ ଧରି ନିଜ ରୁମରୁ ବାହାରେ ଥିଲେ ଏବଂ ସେହି ସମୟରେ ଇସ୍ରାଏଲ ଏଜେଣ୍ଟମାନେ ଚିନ୍ତାରେ ଥିଲେ ଯେ ହନିଆ ରୁମ୍ ବଦଳାଇଦେବେ। ଇସ୍ରାଏଲର ନ୍ୟୁଜ୍ ଚ୍ୟାନେଲ୍ ୧୨ ଦାବି କରିଛି ଯେ ତେହେରାନରେ ହାମାସର ରାଜନୈତିକ ମୁଖ୍ୟ ଇସମାଇଲ ହାନିୟାଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲର ଯୋଜନା ଶେଷ ମୁହୂର୍ତ୍ତରେ ତାଙ୍କ ହୋଟେଲ ରୁମର ଏୟାର କଣ୍ଡିସନର ହଠାତ ଖରାପ ହୋଇଯିବାରୁ ବିଫଳ ହେବାକୁ ବସିଥିଲା। ଯାହା ମୋସାଦ ଏଜେଣ୍ଟଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ରିପୋର୍ଟ ଅନୁଯାୟୀ, ଏୟାର କଣ୍ଡିସନର ଖରାପ ହେବା ପରେ ହାନିଆ ଦୀର୍ଘ ସମୟ ଧରି ନିଜ ରୁମରୁ ବାହାରେ ଥିଲେ ଏବଂ ସେହି ସମୟରେ ଇସ୍ରାଏଲ ଏଜେଣ୍ଟମାନେ ଚିନ୍ତାରେ ଥିଲେ ଯେ ହନିଆ ରୁମ୍ ବଦଳାଇ ଦେବେ। ଇସ୍ରାଏଲର ଚ୍ୟାନେଲ୍ ୧୨ ହନିଆଙ୍କୁ ରିମୋଟ୍ କଣ୍ଟ୍ରୋଲ୍ ବୋମାରେ…

Read More