Author: Purva Paksha

Bangladesh: ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶାନ୍ତିପ୍ରିୟ ଲୋକମାନେ ମହମ୍ମଦ ୟୁନୁସଙ୍କ ନୀତିରେ ଖୁସି ନୁହଁନ୍ତି । ବାଂଲାଦେଶରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଭାରତ ପ୍ରତି ଘୃଣାର ନିଆଁରେ ସେଠାକାର ଅନ୍ତରୀଣ ସରକାର ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି। ସମଗ୍ର ଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି। ସବୁସ୍ଥାନରେ ଅରାଜକ ତତ୍ତ୍ୱଙ୍କର ପ୍ରାଧାନ୍ୟ ରହିଛି। ପୁଲିସ କିମ୍ବା ପ୍ରଶାସନ ନାମକ କିଛି ବାକି ନାହିଁ। ଏଭଳି ସ୍ଥିତିରେ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଶାନ୍ତିପ୍ରିୟ ଲୋକମାନେ ମହମ୍ମଦ ୟୁନୁସଙ୍କ ନୀତିରେ ଖୁସି ନୁହଁନ୍ତି । ସେପଟେ ମହମ୍ମଦ ୟୁନୁସଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଜଣେ ବଡ଼ ନେତା। ସେହି ନେତା କିଛିଦିନ ତଳେ ୟୁନୁସଙ୍କ ପ୍ରଶଂସାରେ ଶତମୁଖ ଥିଲେ। ଏହି ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ…

Read More