Author: Purva Paksha

Declining trend of rupee :ଶୁକ୍ରବାର ଇନ୍‌ଟ୍ରା ଡେ’ କାରବାର ସମୟରେ ଟଙ୍କା ମୂଲ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ପାଇଥିଲା। ବାସ୍ତବରେ, ମାସ ଶେଷରେ ଆମଦାନୀକାରୀଙ୍କ ନିକଟରେ ଡଲାର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତବର୍ଷ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟଙ୍କା ମୂଲ୍ୟରେ ଏହା ହେଉଛି ସବୁଠାରୁ ବଡ଼ ହ୍ରାସ। ସୁଧୁରୁନି ଘରୋଇ ମୁଦ୍ରା ‘ଟଙ୍କା’ର ସ୍ଥିତି। ଦିନକୁ ଦିନ ରସାତଳ ହେଉଛି ଟଙ୍କାର ମୂଲ୍ୟ। ଆମେରିକୀୟ ଡଲାରର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ତେବେ ଶୁକ୍ରବାର ଇନ୍‌ଟ୍ରା ଡେ’ କାରବାର ସମୟରେ ଟଙ୍କା ମୂଲ୍ୟରେ ବିଗତ ଦୁଇବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ ପାଇଥିଲା। ବାସ୍ତବରେ, ମାସ ଶେଷରେ ଆମଦାନୀକାରୀଙ୍କ ନିକଟରେ ଡଲାର ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଛି। ଚଳିତବର୍ଷ ଜୁନ୍ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଟଙ୍କା…

Read More