Author: Purva Paksha

Saif Ali Khan: ସୈଫ୍ ଅଲ୍ଲୀ ଖାନ୍‍ଙ୍କ ଉପରେ ଆକ୍ରମଣ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୟୁଜର୍ସମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏଭଳି ସିକ୍ୟୁରିଟି ହାଉସରେ ଚୋର ପଶିପାରେ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି ନାହିଁ। ଏହା ଏକ ପାରିବାରିକ କଳହ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହି ଘଟଣା ସନ୍ଦେହଜନକ। ସୈଫ୍ ଅଲ୍ଲୀ ଖାନ୍ ଙ୍କ ଘରେ ପଶି ଛୁରିରେ ଆକ୍ରମଣ କଲା ଚୋର ସୈଫ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏହାକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ସୁପରଷ୍ଟାର ସୈଫ୍‍ ଅଲ୍ଲି ଖାନଙ୍କ ଉପରେ ଆକ୍ରମଣ। ରାତି ଅଧରେ ଘରେ ପଶି ସୈଫ୍‍ଙ୍କୁ ଛୁରାମାଡ଼ କରିଛି ଆକ୍ରମଣକାରୀ। ଆକ୍ରମଣକାରୀ ଚୋରି କରିବାକୁ ଆସି ଏମିତି କାଣ୍ଡ କରିଥିବା କୁହାଯାଉଛି। ମୁମ୍ବାଇ ପୋଲିସ ପାଖରେ ଆକ୍ରମଣ ଖବର ରାତି ୩ଟାରେ ପହଞ୍ଚିଥିଲା। ତାଙ୍କ ଉପରେ ୬ଥର ଛୁରୀରେ ଆକ୍ରମଣ କରାଯାଇଥିବା ସୂଚନା…

Read More